ପେଟ ପାଇଁ ଭଲ ହୋଇଥାଏ ଏହି ୫ଟି ଜିନିଷର ପାଣି, ଓଜନ କମ୍ ହେବା ସହ ଦୂର ହେବ ଅନେକ ସମସ୍ୟା
ରୋଷେଇ ଘରେ ଅନେକ ମସଲା ଏବଂ ଔଷଧୀୟ ଜିନିଷ ମିଳିଥାଏ । ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିରେ ଜିରା, ପାନମଧୁରୀ, ଧନିଆ, ମେଥି ଏବଂ ଜୁଆଣି ଭଳି ପାଞ୍ଚଟି ଜିନିଷ ଅନ୍ତର୍ଭୁକ୍ତ ରହିଛି । ତେବେ ପେଟ ପାଇଁ ଏବଂ ହଜମ କରାଯାଇବା ପାଇଁ ଏହା ଭଲ କାମ କରିଥାଏ । ସେଗୁଡ଼ିକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ ଏବଂ ଗ୍ରୀଷ୍ମ ଋତୁରେ ହେଉଥିବା ପେଟ ସମସ୍ୟା ଦୂର କରିଥାଏ । ଏହି ଜିନିଷଗୁଡ଼ିକ ଓଜନ…
Read More...