Odisha News

ଖୋର୍ଦ୍ଧା: ଟାଙ୍ଗୀରେ ଅଲ ଓଡ଼ିଶା ଟେଲର ସଂଘର ମହାସମ୍ମିଳନୀ, ଉଦଘାଟନ କଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ଟାଙ୍ଗୀ(କେନ୍ୟୁଜ୍):ଖୋର୍ଦ୍ଧା ଟଙ୍ଗୀରେ ଜିଲ୍ଲା ସ୍ତରୀୟ ଟେଲର ଆସୋସିଏସନ୍‌ର ମହାସମ୍ମିଳନୀ। ଅଲ୍‌ ଓଡ଼ିଶା ଟେଲର ଆସୋସିଏସନ୍‌ର ମହାସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟାନ କରିଛନ୍ତି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

founder sir

ଆସୋସିଏସନ୍‌ର ମୁଖ୍ୟ ଦାବି ରହିଛି କୁଶଳୀ କାରିଗରର ମାନ୍ୟତା ସହ ନିର୍ମାଣ ଶ୍ରମିକ କାର୍ଡ ପ୍ରଦାନ। ଏଥିସହ ବୃଦ୍ଧାବସ୍ଥାରେ କାରିଗର ଭତ୍ତା ପ୍ରଦାନ, ସରକାରୀ ସ୍କୁଲରେ ପୋଷାକ ବିରଣ ସୁଯୋଗ ଭଳି ବିଭିନ୍ନ ଦାବି ରହିଛି। ସାଂସଦଙ୍କ ପାଖରେ ଏହିସବୁ ଦାବି ଉପସ୍ଥାପନ କରିଛି ସଂଘ। ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଦାବି ଗ୍ରହଣ କରିବା ସହ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରିବେ ବୋଲି କହିଛନ୍ତି  ।

 

Loading...

Leave A Reply

Your email address will not be published.