ସବୁଠାରୁ ଲମ୍ବା ଦୋସା ପ୍ରସ୍ତୁତ କରି ହାସଲ କଲେ ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡ
ଭାରତରେ ଦୋସାର ଚାହିଦା ଭିନ୍ନ । ଏହା ଏମିତି ଏକ ଖାଦ୍ୟ ଯାହା ବିଶ୍ୱର ସମସ୍ତ ଲୋକଙ୍କୁ ଆକର୍ଷିତ କରିଥାଏ । ଦୋସା ଦେଖିବା ପରେ ଲୋକଙ୍କ ପାଟିରୁ ଲାଳ ଆସିଯାଏ । ଏହି ଦୋସା ସମସ୍ତଙ୍କ ପାଇଁ ହେଲଦି ଏବଂ ସ୍ୱାଦିଷ୍ଟ ଥାଏ । ତେବେ ଦକ୍ଷିଣ ଭାରତର ଲୋକପ୍ରିୟ ଥିବା ଏହି ଖାଦ୍ୟ ଏବେ ଭାରତର କୋଣ ଅନୁକୋଣରେ ନିଜ ଚାହିଦାକୁ ବିସ୍ତାର କରିଛି । ପେପର ଦୋସାରୁ ଆରମ୍ଭ କରି ପନୀର ଦୋସା ପର୍ଯ୍ୟନ୍ତ ଲୋକମାନେ ଦୋସାରେ ଏତେ ଅଧିକ…
Read More...