ଖୁବଶୀଘ୍ର ଆଇଫୋନରେ ଆସିବ Gemini AI, ଗୁଗଲ ସହ ଡିଲ୍ କରିବ ଆପଲ୍
ଖୁବଶୀଘ୍ର ଆପଲ୍ ଏବଂ ଗୁଗଲ ମଧ୍ୟରେ ଏକ ବଡ଼ ଡିଲ୍ ହେବାକୁ ଯାଉଛି । ଆପଲ୍ ନିଜ ଆଇଫୋନରେ ଗୁଗଲର Gemini AI ଇଞ୍ଜିନ୍ ନିର୍ମାଣ କରିବା ପାଇଁ ପ୍ରସ୍ତୁତ ହେଉଛି । ଆପଲ୍ ନିଜ ୟୁଜରମାନଙ୍କ ପାଇଁ ଏହି ସୁବିଧା ଆଣିବାକୁ ଯାଉଛି । ଆପଲ୍ ଏହାର ମଡେଲ୍ ବ୍ୟବହାର କରିବା ପାଇଁ ମାଇକ୍ରୋସଫ୍ଟ ସପୋର୍ଟର OpenAI ସହିତ ମଧ୍ୟ ଆଲୋଚନା କରିଛି ।
ରିପୋର୍ଟ ଅନୁସାରେ ଆପଲ୍ ଆଗାମୀ ଆଇଫୋନ୍ ଆଇଓଏସ୍ 18ରେ ଅନେକ ଫିଚର୍ସ ଆଣିବା ପାଇଁ…
Read More...