ଭୋଟ୍ ଦେଲେ ଦୀପିକା ପାଦୁକୋନ୍ ଓ ରଣବୀର ସିଂ, ବେବି ବମ୍ପ୍ ଲୁଚାଉଥିବାର ନଜର ଆସିଲେ ଅଭିନେତ୍ରୀ
ଦେଶରେ ଆଜି ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ମୁମ୍ବାଇରେ ମଧ୍ୟ ସେଲିବ୍ରିଟିମାନେ ମତଦାନ କେନ୍ଦ୍ରରେ ପହଞ୍ଚି ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି । ଅକ୍ଷୟ କୁମାର, ଜାହ୍ନବୀ କପୁର, ବରୁଣ ଧୱନ, ଅନିଲ କପୁରଙ୍କ ପରି ତାରକା ନିଜର ମତ ସାବ୍ୟସ୍ତ କରିଥିବା ବେଳେ ଦୀପିକା ପାଦୁକୋନ ଓ ରଣବୀର ସିଂ ମଧ୍ୟ ଭୋଟ୍ ଦେବାକୁ ପହଞ୍ଚିଥିଲେ । ଦୁହିଁଙ୍କୁ ଦେଖିବା ପାଇଁ ବୁଥ୍ରେ ପ୍ରବଳ ଭିଡ଼ ଜମିଥିଲା ।…
Read More...