ବାଲେଶ୍ଵର ଷ୍ଟେସନରୁ ଉଦ୍ଧାର ହେଲେ ୨୧ ଜଣ ଯୁବତୀ, ଆନ୍ଧ୍ରକୁ ହେଉଥିଲେ ଚାଲାଣ
ବାଲେଶ୍ଵର : ଆନ୍ଧ୍ରକୁ ଚାଲାଣ ବେଳେ ବାଲେଶ୍ଵର ଷ୍ଟେସନରୁ ଉଦ୍ଧାର ହେଲେ ୨୧ ଜଣ ଯୁବତୀ । ଯୁବତୀଙ୍କୁ ମୟୂରଭଞ୍ଜ ଷ୍ଟେସନ ଅଞ୍ଚଳର ଜଣେ ଦଲାଲ ଚାକିରିର ପ୍ରଲୋଭନ ଦେଖାଇ ଆନ୍ଧ୍ରରେ ଏକ ସୂତା କଳରେ କାମ କରିବାକୁ ନେଉଥିଲା । ଦଲାଲ ଜଣକ ଯୁବତୀମାନଙ୍କୁ ଏକ ସ୍ବତନ୍ତ୍ର ବସ ଯୋଗେ ବାଲେଶ୍ଵର ଷ୍ଟେସନକୁ ଆଣିଥିଲା ।
ସେଠାରୁ ଟ୍ରେନ ଯୋଗେ ଯୁବତୀମାନେ ଆନ୍ଧ୍ର ଯାଇଥାନ୍ତେ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମୟୂରଭଞ୍ଜ ଶ୍ରମ ବିଭାଗ…
Read More...