ଲୋକସଭା ଭବନରେ ଲାଗିଲା’ମୋ ସାନିଟାଇଜେସନ ଟନେଲ’, ଏବେ ଶୋଧନ ହୋଇ ସମସ୍ତେ ଲୋକସେବା ଭବନକୁ ପ୍ରବେଶ କରିବେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଲୋକସେବା ଭବନକୁ ଯିଏ ପ୍ରବେଶ କରିବେ ସିଏ ସାନିଟାଇଜ ହେବେ । ଆଜି ଲୋକସେବା ଭବନରେ ଲାଗିଲା “ମୋ ସାନିଟାଇଜେସନ ଟନେଲ” । ସିଆଇ ଆଇଆଇ (କନଫେଡେରେସନ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରୀ )ର ୟଙ୍ଗ ଇଣ୍ଡିଆ ପକ୍ଷରୁ ଏହି ମେସିନକୁ ଏଠାରେ ଲଗା ଯାଇଛି । ଏହି ଟନେଲ୍‌ରେ ସୋଡିୟମ ହାଇକ୍ଲୋରାଇଟ ବିଶୋଧକ ରହିଛି । ସେହିପଟେ ଦେଇ ଯିବା ବେଳେ ଶୋଧନ ହୋଇଯିବେ ସମସ୍ତେ । ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଡ. ସନ୍ତୋଷ ଵାଲା ଓ ବିଏମସି ଅଧିକାରୀ ଏହି କାର୍ଯ୍ୟର ତଦାରଖ କରିଥିଲେ ।

Leave A Reply

Your email address will not be published.