ବଜ୍ରାଘାତରେ ମା-ପୁଅଙ୍କର ମୃତ୍ୟୁ, ବିଲକୁ ଯାଇଥିଲେ କାମ ପାଇଁ
କେନ୍ଦ୍ରାପଡା : ବଜ୍ରାଘାତରେ ଘଟିଯାଇଛି ମା' ପୁଅଙ୍କର ମୃତ୍ୟୁ । ଏମିତି ଅଭାବନୀୟ ଅଘଟଣ ଘଟିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଜହ୍ନିମୂଲ ଗାଁରେ । ବଜ୍ରାଘାତରେ ମା' ଶଶୀରେଖା ବାରିକ (58) ଓ ପୁଅ ରବୀନ୍ଦ୍ର ବାରିକ (27)ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାଇ ଉଭୟ ମା-ପୁଅ କାମ ପାଇଁ ବିଲକୁ ଯାଇଥିବା ବେଳେ କାଳବୈଶାଖୀ ବର୍ଷା ସହ ହଠାତ ବଜ୍ରାଘାତ ହୋଇଥିଲା । ଫଳରେ ସେଠାରେ ସେମାନେ ଟଳି ପଡ଼ିଥିଲେ । ସ୍ଥାନୀୟ ଲୋକେ…
Read More...