Browsing Tag

5T team

ବାଦାମବାଡିରୁ ଖାନନଗରକୁ ଉଠିବ ବସ୍‌ଷ୍ଟାଣ୍ଡ, କଟକ ଡି-କଞ୍ଜେସନ୍‌ ପ୍ଲାନର ଆଉ ଏକ ପଦକ୍ଷେପ

କଟକ: ବାଦାମବାଡିରୁ ଖାନନଗରକୁ ଉଠିବ ବସ୍‌ଷ୍ଟାଣ୍ଡ। କଟକ ଡି-କଞ୍ଜେସନ୍‌ ପ୍ଲାନର ଆଉ ଏକ ପଦକ୍ଷେପ। 5 T ସଚିବ ଭି. କେ ପାଣ୍ଡିଆନ୍‌ ଅଚାନକ କଟକ ବାଦାମବାଡି ବସ୍‌ ଷ୍ଟାଣ୍ଡ ପରିଦର୍ଶନ କରିଥିଲେ । ବସ୍‌ ଷ୍ଟାଣ୍ଡର ଉନ୍ନତିକରଣ ପାଇଁ ସ୍ଥିତିର ସମୀକ୍ଷା କରିଥିଲେ ପାଣ୍ଡିଆନ । ଦୈନିକ ୩…

ସକାଳୁ ସକାଳୁ OUATରେ ପହଞ୍ଚିଲେ 5T ସଚିବ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ବର (କେନ୍ୟୁଜ୍) : OUATରେ 5T ସଚିବ ଭି.କେ ପାଣ୍ଡିଆନ୍‌ । ଆଜି ସକାଳୁ OUATରେ ପହଞ୍ଚି ଯାଇଥିଲେ 5T ସଚିବ । OUAT ଅଧିକାରୀଙ୍କ ସହ ଭିତ୍ତିଭୂମୀ ନେଇ ଆଲୋଚନା କରିଥିଲେ । ଏହା ସହ ହଷ୍ଟେଲ ଓ ମେସ୍‌ର ତଦାରଖ କରିଥିଲେ 5T ସଚିବ ।

ଯାଜପୁରରେ ପହଁଚିଲେ 5T ଅନୁଧ୍ୟାନକାରୀ ଦଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମିର କଲେ ଯାଞ୍ଚ

ଯାଜପୁର ଟାଉନ(କେନ୍ୟୁଜ୍) : ଯାଜପୁରରେ ପହଂଚିଲେ ପାଇଭ-ଟି ଅନୁଧ୍ୟାନକାରୀ ଦଳ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ ସଚିବ ଦଳରେ ସାମିଲ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି ଭିତ୍ତିଭୂମି ର ଯାଂଚ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ପୁନମ ଗୁହା, ମୁଖ୍ୟମନ୍ତ୍ରୀଙ୍କ…