ସ୍କୁଲରେ ସହପାଠୀ ଉଡାଉଥିଲେ ମଜାକ, ଚରମ ନିଷ୍ପତ୍ତି ନେଲା ୧୦ ବର୍ଷୀୟ ବାଳକ
ଚତୁର୍ଥ ଶ୍ରେଣୀରେ ପଢୁଥିବା ୧୦ ବର୍ଷୀୟ ନାବାଳକ ନେଲା ଚରମ ନିଷ୍ପତ୍ତି । ସ୍କୁଲରେ ସହପାଠୀମାନେ ବାରମ୍ବାର ହଇରାଣ କରୁଥିବାରୁ ପିଲାକୁ ଜୀବନ ହାରିବାକୁ ପଡିଛି । ପିଲାର ଚଷମା ଏବଂ ଦାନ୍ତକୁ ନେଇ ସହପାଠୀ ମଜାକ କରୁଥିଲେ । କେବଳ ସେତିକି ନୁହେଁ ସ୍କୁଲ ବସରେ ଆସିଥୁବା ବେଳେ ମଧ୍ୟ ମାରପିଟ କରୁଥିଲେ । ଏହାକୁ ନେଇ ପିଲାଟି ଘରେ ଜଣାଇଥିବା ବେଳେ ବାପା ମା ମଧ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ…
Read More...