Browsing Tag

andhrapradesh

କରୋନା ମୁକାବିଲାରେ ଯୋଦ୍ଧା ସାଜିଥିବା ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା, ନୋଟର ମାଳା ପିନ୍ଧାଇ ଲୋକେ କଲେ ସମ୍ମାନିତ

ଆନ୍ଧ୍ରପ୍ରଦେଶ: ଦିନକୁ ଦିନ କାୟାବିସ୍ତାର କରିଚାଲିଛି କରୋନା ଭାଇରସ । ଆଉ ଏହା ସହ ଲଢ଼ିବା ପାଇଁ ସାରା ବିଶ୍ୱ ଏବେ ଅଣ୍ଟା ଭିଡିଛି । ଏହି ଭାଇରସକୁ ପ୍ରତିହତ କରିବା ପାଇଁ ସାରା ବିଶ୍ୱ ଆଜି ଏକାକାର ହୋଇଯାଇଛନ୍ତି। ଅନେକ ଦେଶ ମଧ୍ୟ ଲକଡାଉନ ଏହି କରୋନା ଦାଉରୁ ରକ୍ଷା ପାଇବା ପାଇଁ ଲକଡାଉନ…

ପ୍ରଥମ ରାଜ୍ୟ ଭାବେ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡର ବିଲ ପାରିତ ହେଲା ଆନ୍ଧ୍ର ବିଧାନସଭାରେ, କ୍ୟାବିନେଟରେ ବିଲକୁ…

କେନ୍ୟୁଜ୍(ବ୍ୟୁରୋ):ଦେଶର ପ୍ରଥମ ରାଜ୍ୟ ଭାବେ ଆନ୍ଧ୍ରପ୍ରଦେଶ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ବିଲ ପାସ କରିଛି। ଗତକାଲି ଏନେଇ ରାଜ୍ୟ କ୍ୟାବିନେଟରେ ବିଲକୁ ମଞ୍ଜୁରୀ ମିଳିଛି। ଏହି ବିଲରେ ୨୧ ଦିନ ମଧ୍ୟରେ ମାମଲା ରୁଜୁ ସହ ବିଚାର ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବା, ଦଣ୍ଡାଦେଶ…

ସମୁଦ୍ର କୂଳରେ ମାଛ ମଡକ

ଗଜପତି(କେ ନ୍ୟୁଜ) ; ଗଜପତି ଜିଲ୍ଲା ନିକଟରେ ଥିବା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ସୋମପେଟା ମଣ୍ଡଳ ଅନ୍ତର୍ଗତ ଏର୍ରାମୁକମ ଗ୍ରାମ ସମୁଦ୍ର କୂଳରେ ଆଜି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାରୁ ମିଳିଛି । ଉକ୍ତ ଅଞ୍ଚଳରେ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ସମୁଦ୍ର ମାଛ ମଡକ ଲୋକଙ୍କୁ ଭୟଭୀତ କରିଛି ।…

ଆନ୍ଧ୍ର ପ୍ରଦେଶ: ଦୁଃଖ ଦେଲା ଗୋଦାବରୀ, ଅକାଳରେ ନେଇଗଲା ୧୨ ଜୀବନ

ଗୋଦାବରୀ ନଦୀରେ ବୁଡ଼ିଗଲା ପର୍ଯ୍ୟଟକ ଡଙ୍ଗା। ଆନ୍ଧ୍ର ପ୍ରଦେଶ ଦେବୀପଟ୍ଟନମରେ ଦୁର୍ଘଟଣା ଘଟିଛି। ଡଙ୍ଗାବୁଡ଼ିରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ବୋଟ୍‌ରେ ଯାତ୍ରୀ ଓ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୬୦ ଜଣ ଥିଲେ। ୧୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୪୦ ଜଣ ନିଖୋଜ ଅଛନ୍ତି।…

ଜଗନମୋହନ ସରକାରଙ୍କ ଅଜବ ଆବେଦନ, ଆନ୍ଧ୍ରରେ ରହିବ ଏକାସାଙ୍ଗରେ ୪ଟି ରାଜଧାନୀ

ଆନ୍ଧ୍ରପ୍ରଦେଶ ଶାସନରେ ଥିବା ୱାଇଏସାରେ କଂଗ୍ରେସ ଓ ତେଲୁଗ ଦେଶମ ପାର୍ଟି ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପରୁ ଏକ ନୂଆ କଥା ଶୁଣିବାକୁ ମିଳିଛି।  ଆଉ ତାହା ହେଉଛି ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀ ପରିବର୍ତ୍ତନ ହୋଇ ଅନ୍ୟ ଏକ ଜାଗାକୁ ସ୍ଥାନାନ୍ତର ହେବ। ବିଜେପି  ରାଜ୍ୟସଭା ସାଂସଦ  …

କଂଗ୍ରେସ ଛାଡି ଟିଡିପିରେ ମିଶିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କିଶୋର ଚନ୍ଦ୍ର ଦେଓ

ଆନ୍ଧ୍ରପ୍ରଦେଶ : ଟିଡିପିରେ ମିଶିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କିଶୋର ଚନ୍ଦ୍ର ଦେଓ । କଂଗ୍ରେସ ଛାଡି ସେ ଟିଡିପିରେ ସାମିଲ ହୋଇଛନ୍ତି । କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆନ୍ଧ୍ରପ୍ରଦେଶରେ କଂଗ୍ରେସର ଅବସ୍ଥା ଭଲ ନାହିଁ । ଗତ ୪ ବର୍ଷ ହେବ ରାଜ୍ୟର ଦଳକୁ ସୃଦଢ କରିବା…