Odisha News
.
Browsing Tag

Baijayant Panda

ଇସ୍ତଫା ଦେବା ଓ ହାରିବା ପରେ ବି କ୍ୱାର୍ଟର ଛାଡୁନାହାନ୍ତି ବୈଜୟନ୍ତ ପଣ୍ଡା, ଟ୍ବିଟ କରି ଅନୁଭବ ଲେଖିଲେ ଏମିତି କଥା

ପୁଣି ଅନୁଭବ ବନାମ ବୈଜୟନ୍ତ। ଏଥର କେନ୍ଦ୍ରାପଡ଼ା ନୁହଁ, ଦିଲ୍ଲୀର ୨ ମହାଦେବ ରୋଡ୍‌କୁ ନେଇ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କ୍ୱାର୍ଟର ଆଗରୁ ଫଟୋ ଛାଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ବୈଜୟନ୍ତଙ୍କ ଦିଲ୍ଲୀ କ୍ୱାର୍ଟରକୁ ନେଇ ଅନୁଭବଙ୍କ ଟ୍ଵିଟ୍‌ କରି ଲେଖିଛନ୍ତି, ଆଇନ,…

ଟଙ୍କା ବାଣ୍ଟୁଥିଲେ ବୈଜୟନ୍ତଙ୍କ ଲୋକ, ପୁଣି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର(କେନ୍ୟୁଜ୍) : କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ନିର୍ବାଚନକୁ ଆଉ ୨ଦିନ ଥିବା ବେଳେ ବିଜେପି ସାଂସଦ ପ୍ରାର୍ଥି ବୈଜୟନ୍ତ ପଣ୍ଡାଙ୍କ ୪ ଜଣ ଲୋକେ ଟଙ୍କା ବାଣ୍ଟୁଥିବା ଦଳ ଅଭିଯୋଗ କରିଛି ।…

ଇମ୍ଫା ସହ ରହିଛି ବୈଜୟନ୍ତଙ୍କ ବ୍ୟାବସାୟିକ ସଂପର୍କ : ବିଜେଡି

ଭୁବନେଶ୍ବର (କେନ୍ୟୁଜ୍) : ଇମ୍ଫା ସହ ତାଙ୍କର କୌଣସି ବ୍ୟବସାୟିକ ସଂପର୍କ ନଥିବା କଥା କହୁଥିବା ବୈଜୟନ୍ତ ପଣ୍ଡାଙ୍କ ଗୁମରର ପର୍ଦ୍ଦାଫାସ କରିଛି ବିଜେଡି। ସଂସଦର ଫାଇନାନସିଆଲ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହେବା ପଛରେ ନିଜ କଂପାନୀ ପାଇଁ ଅର୍ଥ ଯୋଗାଡ଼ କରିବାକୁ ସେ ଆଗ୍ରହୀ ଥିଲେ ବୋଲି ବିଜେଡି…

କେନ୍ଦ୍ରାପଡ଼ା ବିଜେପି ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ ନାକଚ ଦାବି,ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡି…

କେନ୍ୟୁଜ୍: କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରାର୍ଥିତ୍ୱକୁ ନାକଚ କରାଯାଉ । ଏହି ଦାବିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ ବିଜେଡି ପ୍ରତିନିଧି । ୨୦୧୯ ସତ୍ୟପାଠରୁ ଜଣା ପଡିଛି ସେ ୨୦୧୪ରେ ମିଥ୍ୟା ସତ୍ୟପାଠ ଦେଇଥିଲେ । କେନ୍ଦ୍ରାପଡ଼ାବାସୀଙ୍କୁ…

ପୂର୍ବତନ ସାଂସଦଙ୍କ ବନ୍ଧୁ ଅଭିଜିତ ଆୟାରଙ୍କ ଅଶାଳୀନ ମନ୍ତବ୍ୟ, ପ୍ରତିକ୍ରିୟା ରଖିଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର (କେନ୍ଯୁଜ୍) : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କ ଆଉ ଏକ ଅଶାଳୀନ ମନ୍ତବ୍ୟ । ଏଥର ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି ଅଭିଜିତ । ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ଟ୍ଵିଟ କରି ଲେଖିଛନ୍ତି, ଓଡ଼ିଶା ସାମ୍ବାଦିକ ମାନେ  'Presstitutes' । ଏପରିକି…

ତେଜିଲା ହେଲିକପ୍ଟର ବିବାଦ, ବୈଜୟନ୍ତ ପଣ୍ଡା ଓ ଅଭିଜିତ୍‌ ଆୟରଙ୍କ ଗିରଫ ଦାବିରେ ବିଜେଡି ବିଧାୟକଙ୍କ ଧାରଣା

ଭୁବନେଶ୍ବର(କେନ୍ଯୁଜ୍) : ବିଧାନସଭାରେ ମଧ୍ଯ ଉଠିଲା ଚିଲିକା ଉପରେ ହେଲିକପ୍ଟର ଉଡିବା ପ୍ରସଙ୍ଗ । ଗୃହ କାର୍ଯ୍ଯ ଆରମ୍ଭ ହେବା କ୍ଷଣି ବିଜେଡି ବିଧାୟକମାନେ ଗୃହରେ ମଧ୍ୟ ଭାଗକୁ ଆସି ହେଲିକପ୍ଟର ଉଡିବା ପ୍ରସଙ୍ଗରେ ହୋହଲ୍ଲା କରିଥିଲେ । ଏହା ପରେ ବିଧାନସଭା ପରିସରରେ ଥିବା ଗାନ୍ଧି…

ସଂସଦରେ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗୃହୀତ !

ଭୁବନେଶ୍ବର : ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗୃହୀତ । ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି । ଇସ୍ତଫା ଗ୍ରହଣ ନେଇ ଲୋକସଭାରେ ସେ ବିଧିବଦ୍ଧ ଘୋଷଣା କରିଛନ୍ତି । ଦଳ ବିରୋଧୀ କାର୍ୟ୍ୟ ଅଭିଯୋଗରେ ଗତ ଜାନୁଆରି ୨୪ ତାରିଖରେ ବୈଜୟନ୍ତ…

ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ

କେନ୍ଦ୍ରାପଡ଼ା: ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରିବା ପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ। ବୈଜୟନ୍ତ ପଣ୍ଡା ସ୍ୱେଚ୍ଛାକୃତ ଭାବେ ବିଜେଡିରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ଭାରତୀୟ…

ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବିରେ ବଲାଙ୍ଗୀର ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘର ବିକ୍ଷୋଭ

ଭୁବନେଶ୍ବର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବିରେ ବଲାଙ୍ଗୀର ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘ, ତୁରେଇକେଲା ଶାଖା ପକ୍ଷରୁ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ସଂଘ ଅଭିଯୋଗ କରିଛି ଯେ କିଟ୍‌,କିସ୍‌ ବିରୋଧରେ ବୈଜୟନ୍ତ ପଣ୍ଡା ଷଡଯନ୍ତ୍ର କରୁଛନ୍ତି । ସେହିପରି…