Odisha News
Browsing Tag

bigboss

’ବିଗ ବସ’ ୧୨ରେ ସଲମାନଙ୍କର ଗୋଟେ ଏପିସୋଡର ପାରିଶ୍ରମିକ ୩୦୦ କୋଟି ! ଜାଣନ୍ତୁ ଆଉ କଣ ରହିଛି ଡିମାଣ୍ଡ

ଛୋଟ ପରଦାର ଲୋକପ୍ରୀୟ ରିୟଲିଟି ସୋ ’ବିଗ ବସ୍ ୧୨’ ଶୀଘ୍ର ପ୍ରସାରିତ ହେବାକୁ ଯାଉଛି। ଏହି ଶୋକୁ ନେଇ ପ୍ରଶଂସକ ମାନେ ବହୁତ ଉତ୍ସାହିତ ଅଛନ୍ତି। କିଛି ଦିନ ମଧ୍ୟରେ ଏହି ରିୟଲିଟି ଶୋର ପ୍ରମୋକୁ ରିଲିଜ୍ କରାଯାଇଛି। ଏହି ଶୋ ୧୬ ସେପ୍ଟେମ୍ବର ଆପଣଙ୍କୁ ମନୋରଞ୍ଜନ କରିବାକୁ ଆସୁଛି। ଆପଣଙ୍କୁ…

ରିୟଲିଟି ସୋ’ରୁ ୱେବସିରିଜ୍ : ବିଗ୍ ବସର ପ୍ରତିଯୋଗୀ ଓଡିଶାର ସବ୍ୟସାଚୀ ଗେ’ ରୋଲରେ କରିବେ ଅଭିନୟ

ବିଗ୍ ବସ୍ ସୀଜନ ୧୧ରେ ପ୍ରତିଯୋଗୀ ରହିଥିବା ଓଡିଶାର ସବ୍ୟସାଚୀ ସତପଥୀ ଏହି ଶୋରେ ବେଶି ସମୟ ରହି ନଥିଲେ। କିନ୍ତୁ ଶୋ ମାଧ୍ୟମରେ ତାଙ୍କୁ ବହୁତ ଭଲ ଲୋକପ୍ରିୟତା ମିଳିଥିଲା। ଶୋରୁ ବାହାରିବା ପରେ ସବ୍ୟସାଚୀ ସତପଥୀ ବହୁତ ଦିନ ପର୍ୟ୍ୟନ୍ତ ଗାୟବ ଥିଲେ, କିନ୍ତୁ ବର୍ତ୍ତମାନ ଖବର ଆସିଛି ତାଙ୍କୁ…