Odisha News
Browsing Tag

biswabhusan harichandan

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ନୂଆଦିଲ୍ଲୀ(କେନ୍ୟୁଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ। ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ ପରେ ସେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଆନ୍ଧ୍ରପ୍ରଦେଶର ବିଭିନ୍ନ ପ୍ରସଙ୍ଗରେ…

ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ

ଆନ୍ଧ୍ରପ୍ରଦେଶ(କେନ୍ୟୁଜ୍): ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟପାଳ ଭାବରେ ଆଜି ଶପଥ ନେଇଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ଆନ୍ଧ୍ରପ୍ରଦେଶ ରାଜଭବନରେ ଆୟୋଜିତ ସମାରୋହରେ ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ ସି. ପ୍ରବୀଣ କୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ…

ରାଜ୍ୟପାଳ ଭାବେ ବୁଧବାର ଶପଥ ନେବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ଆନ୍ଧ୍ର ସହ ତେଲେଙ୍ଗାନାର ତୁଲାଇବେ…

ଆନ୍ଧ୍ରପ୍ରଦେଶର ୨୩ତମ ରାଜ୍ୟପାଳ ଭାବେ ବୁଧବାର ଶପଥ ନେବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ବର୍ତ୍ତମାନର ରାଜ୍ୟପାଳ ଇ.ଏସ୍‌.ଏଲ.ନରସିଂମାଙ୍କ ସ୍ଥାନରେ ସେ ଦାୟିତ୍ୱ ନେବେ । ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ବିଶ୍ୱଭୂଷଣ । ଆଇନ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ ଆଦି…

ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ମୁହାଁମୁହିଁ ବିଜୟ-ବିଶ୍ୱଭୂଷଣ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ମୁହାଁମୁହିଁ ବିଜୟ-ବିଶ୍ୱଭୂଷଣ । ଗତକାଲି ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ଭୁବେନଶ୍ୱରେର ଏକ ପେସମିଟ୍‌ରେ ସେ କହିଛନ୍ତି, ତଥ୍ୟ ସଂଗ୍ରହ ନକରି ପ୍ରଶ୍ନ ପଚାରିବା ଠିକ୍‌…