ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ଗସ୍ତ ପୂର୍ବରୁ ଆଜି ହେଲା କାରକେଡ଼ ରିହଲସଲ
ପୁରୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁରୀ ଗସ୍ତକୁ ନେଇ ଆଜି କାରକେଡ଼ ରିହଲସଲ କରାଯାଇଛି l ପୁରୀ ହେଲିପ୍ୟାଡ଼ ଠାରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ କାରକେଡ଼ ରିହଲସଲ କରାଯାଇଛି l ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡା ସୁରକ୍ଷା ମଧ୍ୟରେ ଶ୍ରୀ ମନ୍ଦିର ନିଆଯିବ l ଏଥିସହ ପୁରୀ ବଡ଼ ଦାଣ୍ଡରେ ଏକ ରୋଡ଼ ଶୋ କରିବେ ମୋଦି l
ବଡ଼ ଦାଣ୍ଡର ଉଭୟ ପାର୍ଶ୍ଵ ରେ ଅସ୍ଥାୟୀ ବାରିଗେଟ କରାଯାଇଛି l କଡା ସୁରକ୍ଷା ଲାଗି 63 ପ୍ଲାଟୁନ…
Read More...