Browsing Tag

gold bond-2021

ଏହି ସ୍କିମରେ ଆପଣ ପାଇପାରିବେ କମ ମୂଲ୍ୟରେ ଅଧିକ ପରିମାଣର ସୁନା !

ଗ୍ରାହକଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି ସରକାର । ଗୋଲଡ ବଣ୍ଡର ଆଗାମୀ କିସ୍ତି ଆସନ୍ତା ଅକ୍ଟୋବର ୨୫ ତାରିଖଠାରୁ ଗ୍ରାହକଙ୍କ ପାଇଁ ଖୋଲିବ । ଏହି କିସ୍ତି ଅନୁଯାୟୀ ଆପଣ ଅକ୍ଟୋବର ୨୫ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ନିବେଶ କରିପାରିବେ । ଅର୍ଥ ମନ୍ତ୍ରାଳୟ ତରଫରୁ ଏହି ସୂଚନା…