କୁକୁଡ଼ା କିଣିବାକୁ ଯାଉଥିବାବେଳେ ଧରିଦେଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ…
ବିନିକା(କେନ୍ୟୁଜ): ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି କଡ଼ାକଡ଼ି ଚେକିଂ । ଜବତ ହେଉଛି ପୁଳାପୁଳା ଟଙ୍କା । ଦିନ ସମେତ ରାତ୍ରିକାଳୀନ ଯାଞ୍ଚ ପ୍ରକ୍ରିୟା ମଧ୍ୟ କରାଯାଉଛି । ବିଭିନ୍ନ ସହର ମାନଙ୍କରେ ପ୍ରବେଶ କରୁଥିବା ଗାଡ଼ିର କାଗଜପତ୍ର, ଲୋକଙ୍କ ପରିଚୟ, ଅନ୍ତରାଜ୍ୟ ଅପରାଧୀଙ୍କ ଗତିବିଧି, ନିର୍ବାଚନ ସମୟରେ ବେଆଇନ ଟଙ୍କା, ମାରଣାସ୍ତ୍ର ଓ ମାଦକ ଦ୍ରବ୍ୟ ଆଦି ଯାଞ୍ଚ କରାଯାଉଛି । ସାଧାରଣ ନିର୍ବାଚନ ୨୦୨୪କୁ ଅବାଧ ଓ…
Read More...