ଟିକିଲି ଲଗାଇବା ଦ୍ୱାରା କୁଣ୍ଡାଇ ହେଉଛି କି ! ଆପଣାନ୍ତୁ ଘରୋଇ ଉପଚାର
ଝିଅ ହୁଅନ୍ତୁ କି ମହିଳା, ସମସ୍ତେ ମଥାରେ ଟିକିିଲି ବା ବିନ୍ଦି ଲଗାଇଥାନ୍ତି । ଏହା ମୁହଁର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥାଏ । ସଧବା ନାରୀର ସବୁଠୁ ବଡ଼ ଅଳଙ୍କାର ହେଉଛି ତା’ ନାଲି ବିନ୍ଦି । ସ୍ୱାମୀର ମଙ୍ଗଳ ମନାସି ସେ ମଥାରେ ଟିକିଲି ନାଇଥାଏ । ସେହିଭଳି ଛୋଟ ପିଲାମାନେ ନଜର ଦୋଷରୁ ବର୍ତ୍ତିବା ପାଇଁ ମୁଣ୍ଡରେ କଳା କିମ୍ବା କଳା ରଙ୍ଗର ଟିକିଲି ଲଗାଇଥାନ୍ତି । ପିଲା ବେଳୁ ଘରର ବଡ଼ ମାନେ ଏହି ଅଭ୍ୟାସ କରାଇ ଦେଇଥାନ୍ତି ।…
Read More...