ଆହୁରି ୪ ଦିନ ଯାଏଁ ହିଟୱେଭ, ସାଢ଼େ ୮ଟା ସୁଦ୍ଧା ତାଳଚେରରେ ୩୬ ଟପିଲା ତାପମାତ୍ରା
ଭୁବନେଶ୍ୱର (କେନ୍ୟୁଜ): ଆହୁରି ୪ ଦିନ ଯାଏଁ ହିଟୱେଭ। ଅସହ୍ୟ ଖରାରେ ଜଳୁଛି ସାରା ଓଡିଶା । ଦିନକୁ ଦିନ ବଢ଼ୁଛି ତାତି । ଆଗାମୀ ୪ ଦିନ ଯାଏଁ ହିଟୱେଭ ସ୍ଥିତି ରହିବ । ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆଉ ୨ ଡିଗ୍ରୀ ଯାଏ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ତୁଳନାରେ ୪.୬ ଡିଗ୍ରୀ ଉପରେ ରହିବ। ଫଳରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ । କିଛି ସ୍ଥାନରେ ୪୫ ଡିଗ୍ରୀ…
Read More...