ଜଳୁଛି ଉପକୂଳରୁ ଉପାନ୍ତ ଓଡ଼ିଶା, ସଚେତନ ନହେଲେ ମୃତ୍ୟୁମୁଖରୁ କେହି ବଞ୍ଚାଇ ପାରିବେନି ବୋଲି ଓ୍ଵାର୍ଣ୍ଣିଂ ଦେଲେ ପାଣିପାଗ ବିଭାଗ
ଅସମ୍ଭାଳ ତାତି । ଜଳୁଛି ଉପକୂଳରୁ ଉପାନ୍ତ ଓଡ଼ିଶା ।ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କଲାଣି ତାତି । ଡହ ଡହ ଖରାରେ ଜଳୁଛି ଓଡ଼ିଶା । ବାହାରକୁ ବାହାରିବା ମୁସ୍କିଲ । ଖରା ତାତିରେ ଦେହ ହାତ ପୋଡ଼ି ହେଲା ଭଳି ଲାଗୁଛି । ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଉପରେ ରହିଛି । ରାଜଧାନୀ ଭୁବନେଶ୍ୱରରେ ଆଜି ୧୧ଟା ୩୦ ସୁଦ୍ଧା ତାପମାତ୍ରା ୪୧.୨ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି । ସେଥିପାଇଁ ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ…
Read More...