ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଇରାନର ପୂର୍ବ ଆଜାରବୈଜାନ ପ୍ରଦେଶର ଜୋଲଫା ଠାରେ ହେଲିକପ୍ ଟରର ହାର୍ଡ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସଂପର୍କରେ ଅଧିକ କିଛି ସୂଚନା ମିଳିନଥିବା ବେଳେ ହେଲିକପ୍ ଟରକୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।
ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ ଟର ସହ ତିନିଟି ହେଲିକପ୍ ଟର କନଭଏ ଭାବେ ଯାଇଥିବା ବେଳେ ଦୁଇଟି ସୁରକ୍ଷିତ ଭାବେ…
Read More...