ଏଦୁନିଆ ଛାଡି ସବୁଦିନ ପାଇଁ ଚାଲିଗଲା ଓମ୍, ହେଲେ ଚକ୍ଷୁ ଦାନ କରି ଛାଡ଼ିଗଲେ ସ୍ମୃତି
ପୁରୀ(କେନ୍ୟୁଜ): କୁନି ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ବାପା ମା । ଏଦୁନିଆ ଛାଡି ସବୁଦିନ ପାଇଁ ଚାଲିଯାଇଛି ପୁଅ । ହେଲେ ଆରପାରିରେ ଥାଇ ବି ପୁଅ ଦୁନିଆ ଦେଖିବ । ଜୀବନ ଚାଲିଗଲା ସତ ହେଲେ ଚକ୍ଷୁ ଦାନ କରି ଅନ୍ୟକୁ ଦୁନିଆ ଦେଖିବା ଲାଗି ପ୍ରେରଣା ଦେଇଛନ୍ତି ପୁରୀ ଜିଲ୍ଲାର କୁନି ପୁଅ । ହଁ ଆଜ୍ଞା ସାନ ସିନା ଦାନ ତା ମହାନ୍ ।
ସାପ କାମୁଡାରେ ଜୀବନ ହାରିଥିବା ନାବାଳକ ଚକ୍ଷୁ ଦାନ କରି ସମାଜ ପାଇଁ ସୃଷ୍ଟି କରିଛନ୍ତି…
Read More...