ନିର୍ବାଚନ ପୂର୍ବରୁ ଅଶାନ୍ତ ଖଲ୍ଲିକୋଟ, କାଉନସିଲରଙ୍କ ଘର ଆଗରେ ଫୁଟିଲା ଗୁଳି
ଖଲ୍ଲିକୋଟ (କେନ୍ୟୁଜ): କାଉନସିଲରଙ୍କ ଘର ଆଗରେ ଫୁଟିଲା ଗୁଳି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ନଂ ୱାର୍ଡ କାଉନସିଲର ନାରାୟଣ ବାରିକଙ୍କ ଘର ଓ ଦୋକାନ ଆଗରେ ବ୍ଲାଙ୍କ ଫାୟାରିଂ କରାଯାଇଛି । କିଛି ଅଜଣା ବ୍ୟକ୍ତି କାର ଯୋଗେ ଆସି ଆସି ବ୍ଲାଙ୍କ ଫାୟାରିଂ କରିଥିଲେ । ଘରେ ପଶି କାଉନସିଲରଙ୍କ ଭାଇକୁ ମାଡ଼ ମାରି ଗାଡ଼ି ଭାଙ୍ଗି ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ୩ ରୁ ୪ ଜଣ ବ୍ୟକ୍ତି ଏକ…
Read More...