ପଞ୍ଜାବ କିଙ୍ଗସର ରେକର୍ଡ ବିଜୟ, ନାଇଟ ରାଇଡର୍ସକୁ ୮ ୱିକେଟରେ ହରାଇଲା
(କେନ୍ୟୁଜ): ପଞ୍ଜାବ କିଙ୍ଗସର ରେକର୍ଡ ବିଜୟ । ୧୨୦ ବଲରେ ୨୬୨ ରନ୍ । ଇଡେନ ଗାର୍ଡେନରେ ଅସଲ ଶକ୍ତି ପ୍ରଦର୍ଶନ କରିଥିଲା ପଞ୍ଜବ କିଙ୍ଗସ । ୮ଟି ବଲ ବାକି ଥାଇ ଦଳ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ନାଇଟ ରାଇଡର୍ସ ୬ ୱିକେଟ ବିନିମୟରେ ୨୬୧ ରନ୍ ସଂଗ୍ରହ କରିଥିଲା । ଜବାବରେ ପଞ୍ଜାବ କିଙ୍ଗସ ୧୮.୪ ଓଭରରେ ୨ ୱିକେଟ ହରାଇ ବିଜୟ ହାସଲ କରିଥିଲା ।
ପୂର୍ବ ୪ଟି ମ୍ୟାଚରେ ଦମଦାର…
Read More...