ଝିଅର କାଠ ଫାଳିଆରେ ବୃଦ୍ଧ ମାଆ ମୃତ
କାମାକ୍ଷାନଗର : ଝିଅର କାଠ ଫାଳିଆ ମାଡରେ ବୃଦ୍ଧ ମାଆର ମୃତ୍ୟୁ ଘଟିଛି । ଏପରି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମଝପାଳ ଗ୍ରାମରେ । ତେବେ ମାଆକୁ ମାରିଥିବା ଝିଅ ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡିଛି । ମଝିପାଳ ଗ୍ରାମରେ ବିଧବା ମା' ଦୁର୍ଗାବତୀ ଦାଶ ଓ ତାଙ୍କର ମାନସିକ ବିକାରଗ୍ରସ୍ତ ଝିଅ ଆଶାଲତା ଦାଶ ଘରେ ରୁହନ୍ତି ।
ତେବେ ୨୦୦୭ ମସିହାରୁ ଆଶାଲତା ମାନସିକ ରୋଗାଗ୍ରସ୍ତ ହେବାରୁ ଶ୍ୱଶୁର ଘର…
Read More...