ବିବାହ ପରେ ପ୍ରଥମ ଥର ନଜର ଆସିଲେ କ୍ରିତି ଖରବନ୍ଦା, ଜିତିଲେ ଫ୍ୟାନ୍ସଙ୍କ ହୃଦୟ
ନିକଟରେ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା ନିଜ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଦୁହେଁ ସେମାନଙ୍କର ୱେଡିଙ୍ଗ ଫଟୋ ମଧ୍ୟ ସେୟାର କରିଥିଲେ । ଏହି ଫଟୋଗୁଡ଼ିକରେ, କପଲଙ୍କ ମଙ୍ଗଲସୁତ୍ର ପିନ୍ଧେଇବାଠାରୁ ଆରମ୍ଭ କରି ବରମାଳା ପିନ୍ଧାଇବା ପର୍ଯ୍ୟନ୍ତ ସମସ୍ତ ରୀତିନୀତିର ଝଲକ ଦେଖିବାକୁ ମିଳିଥିଲା । ବିବାହ ପରେ ମାର୍ଚ୍ଚ ୧୭ ରେ ପୁଲକିତ ସମ୍ରାଟ ତାଙ୍କ ପତ୍ନୀ…
Read More...