Browsing Tag

aryan khan bail hearing

ଆଜି ଜଣାପଡ଼ିବ ଆର୍ଯ୍ୟନ୍‌ଙ୍କୁ ବେଲ୍‌ ମିଳୁଛି ନା’ ଜେଲ, କାଲି ସମୟ ଅଭାବରୁ ସମ୍ପୂର୍ଣ୍ଣ ହୋଇପାରିନଥିଲା ଶୁଣାଣି

ଆଜି ପୁଣିଥରେ କୋର୍ଟରେ ହେବ ଆର୍ଯ୍ୟନ୍‌ ଖାନ୍‌ଙ୍କ ଡ୍ରଗ୍ସ ମାମଲାର ଶୁଣାଣି। ଗତକାଲି ମୁମ୍ବାଇର ସେସନ୍ସ କୋର୍ଟରେ ଦିନ ସାରା ଆର୍ଯ୍ୟନ୍‌ଙ୍କ ଜାମିନ୍‌ ମାମଲାର ଶୁଣାଣି ଉପରେ ଓକିଲଙ୍କ ମଧ୍ୟରେ ଯୁକ୍ତି ତର୍କ ଚାଲିଥିଲା। କିନ୍ତୁ ସମୟ ନ ଅଣ୍ଟିବାରୁ ଆଜି ଦିନ ୧୨ଟାକୁ ଶୁଣାଣି ଘୁଞ୍ଚାଇ…

ଆଜି ବି ଆର୍ଯ୍ୟନ୍‌ଙ୍କୁ ମିଳିଲାନି ଜାମିନ୍‌, ଶାହାରୁଖଙ୍କୁ ଭେଟିବାକୁ ମନ୍ନତରେ ପହଞ୍ଚିଲେ ସଲମାନ୍‌ ଖାନ୍‌

ଆର୍ଯ୍ୟନ୍‌ଙ୍କୁ ମିଳିଲାନି ବେଲ୍‌। ଆସନ୍ତାକାଲି ଯାଏଁ ପୁଣି ଘୁଞ୍ଚିଲା ଶୁଣାଣି। ମୁମ୍ବାଇ କ୍ରୁଜ୍‌ ପାର୍ଟିରେ ଗିରଫ ହୋଇଥିବା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଆଜି କୋର୍ଟରେ ବେଲ୍‌ ମିଳିପାରିନାହିଁ। ତାଙ୍କ ବେଲ୍‌ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଛି। ତେବେ ଇତି ମଧ୍ୟରେ ଖବର…

ଆଜି ଜୁନିଅର୍‌ କିଙ୍ଗ ଖାନ୍‌ଙ୍କ ବେଲ୍‌ ଆବେଦନ ଶୁଣାଣି, ଆର୍ଥର ରୋଡ ଜେଲରେ ବିତାଇ ସାରିଲେଣି ୫ ଦିନ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆଜି ଜୁନିଅର୍‌ କିଙ୍ଗ ଖାନ୍‌ଙ୍କ ବେଲ୍‌ ଆବେଦନ ଶୁଣାଣି । ମୁମ୍ବାଇ ସେସନ୍ସ କୋର୍ଟ ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି କରିବେ । ଜବାବ ଦାଖଲ ପାଇଁ ଏନସିବି ଅଧିକ ସମୟ ମାଗିବାରୁ ଦୁଇ ଦିନ ଅଧିକ ସମୟ ଦେଇଥିଲେ କୋର୍ଟ । ଇତିମଧ୍ୟରେ ଆର୍ଥର ରୋଡ…