ଶ୍ରୀବାଣୀକ୍ଷେତ୍ରରେ ରଥକାଠ ଅନୁକୂଳ, ୨୯ରେ ଭଉଁରୀ ଯାତ୍ରା
ଆଜି ପବିତ୍ର ଅକ୍ଷୟ ତୃତୀୟା । ପରମ୍ପରା ଅନୁଯାୟୀ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥାଏ । ଆଜି ସକାଳ ୯ଟାରେ ଶ୍ରୀବାଣୀକ୍ଷେତ୍ରରେ ବିଧି ମୁତାବକ ନୌକା ପ୍ରତିଷ୍ଠା ହେବାପରେ ଅପରାହ୍ନରେ ରଥକାଠ ଅନୁକୂଳ ହୋଇଥିଲା । ଶ୍ରୀବାଣୀକ୍ଷେତ୍ରର ପ୍ରଥମସେବକ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଛେରାପହଁରା କାର୍ଯ୍ୟ ସମାପନ ହେବାପରେ ମହାପ୍ରଭୁଙ୍କ ଚାପ ଆରମ୍ଭ ହୋଇଥଲା । ବିଧି ଅନୁସାରେ ୨୧ ଦିନ ଦିନ…
Read More...