ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୧୯ ପ୍ରତିଶତ ଭୋଟିଂ, କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ
ଭୁବନେଶ୍ୱର : କଡ଼ା ସୁରକ୍ଷା ବଳୟରେ ଇଭିଏମ । ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ପରେ ଷ୍ଟ୍ରଙ୍ଗରୁମକୁ ଯାଇଛି ଇଭିଏମ ଓ ଭିଭିପାଟ ମେସିନ । EVMରେ ସିଲ୍ ହୋଇ ରହିଛି ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟିଂ ହାର କମିଛି ।
ପ୍ରଥମ ପର୍ଯ୍ୟାୟରେ ୭୫.୬୦ ପ୍ରତିଶତ ମତଦାନ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୯.୧୯ ପ୍ରତିଶତ ଭୋଟିଂ ହୋଇଛି । ସୋନପୁରରେ…
Read More...