ଦୋକାନ କାନ୍ଥ ଖୋଳି ମୋବାଇଲ ଚୋରି ଘଟଣାରେ ୩ ଗିରଫ, ୧୨ ମୋବାଇଲ ଜବତ
ରେଢ଼ାଖୋଲ(କେନ୍ୟୁଜ୍): ଚାଲାକ୍ ଚୋର । ଚୋରି କରିବା ପାଇଁ ଆପଣେଇଥିଲେ ପୁରୁଣା ଟ୍ରିକ୍ । ଏହି ଟ୍ରିକ୍ ଆପଣେଇ ଲୁଟୁଥିଲେ ମୋବାଇଲ୍ । ମୋବାଇଲ୍ ଲୁଟି ହେଉଥିଲେ ମାଲାମାଲ୍ । ଏଭଳି ଘଟଣା ରେଢ଼ାଖୋଲ ଅଞ୍ଚଳରେ ଦେଖିବାକୁ ମିଳିଛି ।
ରେଢ଼ାଖୋଲ ସହରରେ ଆତଙ୍କ ରଚାଇଥିଲେ ମୋବାଇଲ୍ ଲୁଟେରା । ଗତ ୨୧ ମାର୍ଚ୍ଚ ରେ ରେଢ଼ାଖୋଲ ସହରରେ ଥବା ଏକ ମୋବାଇଲ ଦୋକାନ ର ପଛପଟ କାନ୍ଥକୁ ଖୋଳି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରୀ…
Read More...