ନୂଆପଡ଼ାରେ କାର୍ତ୍ତିକ ପାଣ୍ଡିଆନ, ୧୨ କିଲୋମିଟର ରୋଡ ସୋ’ରେ ଯାଇ ଜୋରଦାର ପ୍ରଚାର
ନୂଆପଡ଼ା : ତୃତୀୟ ଦିନ ପ୍ରଚାର ମଇଦାନରେ ବିଜେଡି ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ । ଆଜି ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର କରିଛନ୍ତି l ଖଡ଼ିଆଳ ରୋଡରୁ ନୂଆପଡ଼ା ୧୨ କିଲୋମିଟର ବିରାଟ ରୋଡ ସୋରେ ଯାଇଥିଲେ ।
ନୂଆପଡ଼ା ମିନି ଷ୍ଟାଡିୟମଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି, ଆପଣଙ୍କ ଜୋସ୍ ଓ ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜୁଛି । ନା ଡବଲ ନା ସିଙ୍ଗଲ,…
Read More...