ନାଳରେ ବୁଡ଼ି ଦୁଇ ସମ୍ପର୍କୀୟ ଉଭଣୀଙ୍କ ମୃତ୍ୟୁ
ଯାଜପୁର ଟାଉନ : ନାଳରେ ବୁଡ଼ି ଦୁଇ ସମ୍ପର୍କୀୟ ଉଭଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ରାହାସ ଗୁହାଳି ଗାଁରେ ଘଟିଛି ଘଟଣା । ମୃତ ଦୁଇ ଉଭଣୀ ମୋହିନୀ ମଲ୍ଲିକ ଓ ସ୍ବର୍ଣ୍ଣପ୍ରଭା ମଲ୍ଲିକ । ହନୁମନ୍ତିଆ ଗଣ୍ଡରେ ଗାଧେଇବାକୁ ଯାଇଥିଲେ । କୌଣସି କାରଣରୁ ଗୋଡ଼ ଖସିଯିବାରୁ ବୁଡ଼ି ଯାଇଥିଲେ ।
ଦୀର୍ଘ ସମୟ ଧରି ଖୋଜାଖୋଜି ପରେ ଉଭୟଙ୍କୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ…
Read More...