ପରୀକ୍ଷା ଦେଉଥିଲେ ଛୁଆ ହଠାତ୍ ଉପରୁ ଖସିଲା ଛାତ, ହସ୍ପିଟାଲରେ ହେଲେ ଭର୍ତ୍ତୀ
ତାଳଚେର (କେନ୍ୟୁଜ) : ପରୀକ୍ଷା ଦେଉଥିଲେ ପିଲା, ହଠାତ୍ ଉପରୁ ଖସିଲା ଛାତ । ଅଧ୍ୟାପକ ଏବଂ ପିଲାମାନେ କିଛି ଭାବିବା ପୂର୍ବରୁ ହିଁ ଛାତ ଆସି ତଳେ ଗଳିପଡିଛି । ଛାତ କେମିତି ତଳେ ଗଳି ପଡିଛି ଆପଣ ଥରେ ନଜର ପକାନ୍ତୁ । ଭାବନ୍ତୁ ଏଇ ଛାତ ତଳେ ବସିଥିବା ପିଲାଙ୍କ ଅବସ୍ଥା କଣ ହୋଇଥିବ । ଆଜ୍ଞା ଇଏ ହେଉଛି ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଚିତ୍ର । କଲେଜରେ ପରୀକ୍ଷା ଚାଲୁଥିବା ବେଳେ ହଠାତ ଛାତରୁ ପ୍ଲାଷ୍ଟର ଖସିବାରୁ କ୍ଳାସ…
Read More...