ଆଜି ଭୁବନେଶ୍ବରରେ ରୋଡ୍ ସୋ କରିବେ ବିଜେଡି ସୁପ୍ରିମୋ
ଭୁବନେଶ୍ବର : ଆଜି ଭୁବନେଶ୍ବରରେ ରୋଡ୍ ସୋ କରିବେ ବିଜେଡି ସୁପ୍ରିମୋ । ଭୁବନେଶ୍ବର ଉତ୍ତରରେ ରୋଡ୍ ସୋ କରିବେ। ପୂର୍ବରୁ ମଧ୍ୟ ଏବଂ ଏକାମ୍ରରେ ରୋଡ୍ ସୋ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ । ରେଣ୍ଟାଲ ଓମଫେଡ ଛକରୁ ଆରମ୍ଭ ହୋଇ ପଟିଆ ପର୍ଯ୍ୟନ୍ତ ରୋଡ୍ ସୋ’ ଯିବ । ସଂପୃକ୍ତ ରାସ୍ତାରେ ଅପରାହ୍ଣ ୫ଟା ୩୦ରୁ ଟ୍ରାଫିକ୍ କଟକଣା ଲାଗୁ ହେବ । ସିଆରପି ଛକଠାରୁ ରେଣ୍ଟାଲ ଓମଫେଡ ଛକ ଯାଏଁ ଗାଡ଼ି ଚଳାଚଳ ବନ୍ଦ ରହିବ । ୬ଟା ୩୦ରୁ ଜୟଦେବ…
Read More...