ମୋଦିଙ୍କ ଗସ୍ତ ନେଇ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ
ଭୁବନେଶ୍ୱର (କେନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । କାଲି ଭୁବନେଶ୍ବରରେ ପହଞ୍ଚିବେ ମୋଦି । ୨୦ ତାରିଖରେ ପୁରୀରେ ରୋଡ୍ ସୋ କରିବେ । ସେହିଦିନ କଟକ ବାଲିଯାତ୍ରା ପଡ଼ିଆରେ ହେବ ମୋଦିଙ୍କ ସାଧାରଣ ସଭା । ଏହାକୁ ଦୃଷ୍ଟିରେ ରଖି ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ମୋଦିଙ୍କ ସୁରକ୍ଷା ପ୍ରସଙ୍ଗରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା ।…
Read More...