କୂର୍ମୀଙ୍ଗିଆ ଓ ରାଇପଦା ଅଞ୍ଚଳରେ ୧୮ଟି କିଆ ହାତୀ ପଲ, ଫସଲ ନଷ୍ଟ କରୁଥିବା ଅଭିଯୋଗ
ଜି.ଉଦୟଗିରି : ଉତ୍ତର ଘୁମୁସର ବନଖଣ୍ଡରୁ ବିଳମ୍ବିତ ରାତ୍ରୀରେ ୧୮ ଟିକିଆ ହାତୀପଲ ଆସି ଜି.ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କୁର୍ମିଙ୍ଗିଆ ଓ ରାଇପଦା ଅଞ୍ଚଳରେ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଅଞ୍ଚଳବାସୀ ବନବିଭାଗକୁ ଖବର ଦେବା ପରେ ବିଭାଗ ପକ୍ଷରୁ ବନପାଳ ରଶ୍ମିତା ବକ୍ସି, ବନରକ୍ଷୀ ବିଭୁ ରଞ୍ଜନ ସାମନ୍ତରାୟ ଓ ପାରା ଗାର୍ଡ ଘଟଣାସ୍ଥଳରେ ପହଞ୍ଚି ହାତୀର ଗତିବିଧି ଅନୁଧ୍ୟାନ କରିଥିବା ବିଭାଗ ତତଫରୁ ସୂଚନା ମିଳିଛି ।…
Read More...